29.1 C
Bhubaneswar
Wednesday, May 1, 2024
Homeଓଡିଶାସାସଂଦ ଅନୁଭବଙ୍କ ଠାରେ ଦେଖିବାକୁ ମିଳିଲା ଭିନ୍ନ ରୂପ

ସାସଂଦ ଅନୁଭବଙ୍କ ଠାରେ ଦେଖିବାକୁ ମିଳିଲା ଭିନ୍ନ ରୂପ

ଭୁବନେଶ୍ବର: ବିଜେପିରେ ଯୋଗଦେବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର ସାମ୍ନାକୁ ଆସିଛି। ହନୁମାନ ଜୟନ୍ତୀ ପୂର୍ବରୁ ସେ ଗାଇଛନ୍ତି ହନୁମାନ ଚାଳିଶା। ଅନୁଭବ ମହାନ୍ତି ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍ ହୋଇଛି। ସୋନି ମ୍ୟୁଜିକ୍ ଏହି ମ୍ୟୁଜିକ୍ ଭିଡିଓକୁ ରିଲିଜ୍ କରିଛନ୍ତି। ଜାଗ୍ରତି ଶୁକ୍ଲା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି। ଓଡ଼ିଆ ସିନେମା ବିଗୁଲ୍ ଫେମ୍ ଅଜୟ ପାଢ଼ୀ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ବିଜେପିରେ ମିଶିବା ପରେ ଅନୁଭବଙ୍କ ଠାରେ ହିନ୍ଦୁତ୍ୱର ଛାପ ଦେଖିବାକୁ ମିଳୁଛି। ପୂର୍ବରୁ ହନୁମାନ ଚାଳିଶା ଗୀତର ପୋଷ୍ଟର ରିଲିଜ୍ କରି ଜୟ ଶ୍ରୀରାମ ଲେଖି ପୋଷ୍ଟ ସେୟାର କରିଥିଲେ ଅନୁଭବ। ଆଉ ଏବେ ସାମ୍ନାକୁ ଆସିଛି ହନୁମାନ ଚାଳିଶା ଭିଡିଓ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking