38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରଥ ବନ୍ଦ ରାୟକୁ ନେଇ ଶଙ୍କରାଚାର୍ଯ୍ୟ ଖପ୍ପା

ରଥ ବନ୍ଦ ରାୟକୁ ନେଇ ଶଙ୍କରାଚାର୍ଯ୍ୟ ଖପ୍ପା

ପୁରୀ : ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ରାୟ ଉପରେ ଶଙ୍କରାଚାର୍ଯ୍ୟ ଖପ୍ପା ହୋଇଛନ୍ତି । ସୁପ୍ରିମକୋର୍ଟରେ ଆବେଦନ ଗ୍ରହଣ ସମ୍ପର୍କରେ ରଖିଲେ ପ୍ରତିକ୍ରିୟା । ଜୁନ୍ ୨୦ରେ ସ୍ୱେଚ୍ଛାକୃତ ଭାବେ ଆବେଦନ ଗ୍ରହଣ କରିପାରିଥାଆନ୍ତେ । ବିଶେଷ ପରିସ୍ଥିତିରେ ନ୍ୟାୟଳୟ ଅବକାଶରେ ଖୋଲିଥାଏ । ରଥ ବନ୍ଦ ପାଇଁ ଏହା ସୁନିୟନ୍ତ୍ରିତ ଯୋଜନା କହିଲେ ଶଙ୍କରାଚାର୍ଯ୍ୟ ।  ରଥଯାତ୍ରା ନ ହେଲେ ଜଗନ୍ନାଥ କଣ କ୍ଷମା ଦେବେ ? ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ରଥଯାତ୍ରା ବନ୍ଦ ନିଷ୍ପତ୍ତି କ୍ଷେତ୍ରରେ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ନାହିଁ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା ବୋଲି ସେ ମତ ରଖିଛନ୍ତି।
https://onakhabar.com/2020/06/20/petition-filed-in-supreme-court/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking