30.1 C
Bhubaneswar
Saturday, May 4, 2024
Homeଓଡିଶାବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

ନୂଆଦିଲ୍ଲୀ : ଦିନ ଦ୍ବିପ୍ରହରରେ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି । ସାଲେପୁର ମୁଖ୍ୟ ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି । ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ବ୍ୟାଙ୍କର ଜଣ ଜଣ କର୍ମଚାରୀଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିବା ସହ ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛନ୍ତି । ଏଥିସହ କଟକ, ଜଗତପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଆଦି ଅଞ୍ଚଳର ଏଭଳି କ୍ରିମିନାଲମାନଙ୍କର ଗତିବିଧିକୁ ତର୍ଜମା କରୁଛନ୍ତି । ହେଲେ କୌଣସି ଅପରାଧିକ ସୁରାକ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking