38.1 C
Bhubaneswar
Friday, April 26, 2024
Homeଅପରାଧକମେଣ୍ଟମରା ପଡିଲା ମହଙ୍ଗା

କମେଣ୍ଟମରା ପଡିଲା ମହଙ୍ଗା

ଜୟପୁର: ଜୟପୁର ଅଞ୍ଚଳରେ ଜଣେ ଯୁବକ ଯୁବତୀ ଜଣଙ୍କୁ କମେଣ୍ଟ ମାରିଥିଲେ । ହେଲେ କଣ୍ଟେ ମାରିବା ମହଙ୍ଗା ପଡିବ ବୋଲି ଯୁବକ ଜଣକ ଜାଣି ନଥିଲେ । ବିଚ୍ ରାସ୍ତାରେ ରୋଡ୍ ରୋମିଓଙ୍କୁ ଛେଚିଲେ ଯୁବତୀ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସହରସ୍ଥିତ ଜୟନଗର ପାର୍କ ନିକଟରେ ଘଟିଥିବା ଭିଡିଓରୁ ଜଣାପଡ଼ିଛି। ତେବେ କିଛି ଯୁବତୀ ଟ୍ୟୁସନ୍ କିମ୍ୱା କୋଚିଂରୁ ଫେରୁଥିବା ବେଳେ ଜଣେ ଯୁବକ କମେଣ୍ଟ ମାରିଥିବାରୁ ଯୁବତୀ ଜଣକ ଯୁବକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣା ଗତକାଲି ହୋଇଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ ।
https://onakhabar.com/2019/12/04/murdr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking