29.1 C
Bhubaneswar
Sunday, May 5, 2024
Homeଓଡିଶା୩୭୮ ଓଏଏସଙ୍କୁ ଆଶ୍ୱସ୍ତି: ଚାକିରି ବୈଧ

୩୭୮ ଓଏଏସଙ୍କୁ ଆଶ୍ୱସ୍ତି: ଚାକିରି ବୈଧ

କଟକ: ହାଇକୋର୍ଟରେ ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତି ବୈଧ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ଆଦେଶ ରଦ୍ଦ ସହ ନିଯୁକ୍ତି ବୈଧ କରିଛନ୍ତି ହାଇକୋର୍ଟ । ୨୦୦୬ର ନିଯୁକ୍ତି ବିଜ୍ଞପ୍ତିକୁ ପ୍ରଥମେ ସ୍ୟାଟରେ ଚାଲଂଜ ହୋଇଥିଲା । ଚୂଡାନ୍ତ ପରୀକ୍ଷାରେ ଅକୃତକାର୍ଯ୍ୟ କିଛି ପ୍ରାର୍ଥୀ ଚାଲଂଜ କରିଥିଲେ । ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତି ରଦ୍ଦ କରିଥିଲେ ସ୍ୟାଟ । ସ୍ୟାଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା । ହାଇକୋର୍ଟ ପ୍ରଥମେ ସ୍ୟାଟ ନିର୍ଦ୍ଦେଶରେ ରହିତାଦେଶ ଦେଇଥିଲେ । ଆଜି ମାମଲାର ଚୁଡାନ୍ତ ରାୟରେ ସ୍ୟାଟଙ୍କ ନିର୍ଦ୍ଦେଶ ରଦ୍ଦ କରିଛନ୍ତି ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking