26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶବର୍ଷେ ଭିତରେ ଶେଷ ହେବ ରାମ ମନ୍ଦିର; ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ସମୟ

ବର୍ଷେ ଭିତରେ ଶେଷ ହେବ ରାମ ମନ୍ଦିର; ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ସମୟ

ଅଯୋଧ୍ୟା: ଆସନ୍ତାବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ରାମ ମନ୍ଦିରର କାର୍ଯ୍ୟ ଶେଷ ହେବ । ତ୍ରିପୁରାର ଏକ ସାଧାରଣ ସଭାରେ ଏ ନେଇ ମନ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଶେଷ ହେବାକୁ ଯାଉଛି । ଆସନ୍ତା ବର୍ଷେ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ପାରିବ ବୋଲି ଅନୁମାନ କରାଯାଉଛି ।

ବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ କୋଟିଏ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking