29.1 C
Bhubaneswar
Saturday, April 27, 2024
Homeଓଡିଶାକ୍ୱାରେଣ୍ଟାଇନ୍ ସେଣ୍ଟରେ ଯୁବକଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍ ସେଣ୍ଟରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ : କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣଙ୍କ ମୃତୁ ଘଟିଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ରାନ୍ଦିଆ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ । ମୃତ ବ୍ୟକ୍ତିଜଣଙ୍କ ଝାଡ଼ଖଣ୍ଡ ଷଢ଼େକଳା ଅଂଚଳର ବୋଲି ସୂଚନା ମିଳିଛି । ଅପ୍ରେଲ ୨୫ରେ ସେ କ୍ୱରେଣ୍ଟାଇନ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହ ଜବତ କଲା ଗ୍ରାମାଞ୍ଚଳ ଥାନା ପୁଲିସ । ହେଲେ ସେ ଝାଡ଼ଖଣ୍ଡ ରୁ ଭଦ୍ରକ କେମିତି ଆସିଲେ ଓ କିପରି ମୃତ୍ୟୁ ହୋଇଛି ସେ ନେଇ ସ୍ପଷ୍ଟ ହୋଇନାହିଁ ।
https://onakhabar.com/2020/04/30/attempt-to-suicide-at-quarantine-center/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking