30.1 C
Bhubaneswar
Friday, April 26, 2024
Homeଖାଦ୍ୟଶରୀରର ସଠିକ୍ ପୋଷଣ ପାଇଁ ପ୍ରୋଟିନ

ଶରୀରର ସଠିକ୍ ପୋଷଣ ପାଇଁ ପ୍ରୋଟିନ

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଶରୀର ସଠିକୁ ଭାବେ ବୃଦ୍ଧି ହେଉନି, ସବୁବେଳେ ଥକାନ ଲାଗୁଛି ତେବେ ଏହା ଶରୀରରେ ପ୍ରୋଟିନର ଅଭାବରୁ ହେଇପାରିଥାଏ ।
ପ୍ରୋଟିନ୍ ଆମ ଶରୀରକୁ ବିକାଶ କରାଇଥାଏ ।ଏବଂ ଶକ୍ତି ଯୋଗାଇଥାଏ । ଏହା ଏକ ଦରକାରୀ ପୋଷଣ ଯାହା ଆମ ଶରୀର ବନାଇ ନଥାଏ । ଏହାକୁ ଆମେ ଆମ ଖାଦ୍ୟରେ ନେଇଥାଉ । ତେଣୁ ଖାଦ୍ୟରେ ଭରପୁର ମାତ୍ରାରେ ପ୍ରୋଟିନ୍ ନେବା ଆବଶ୍ୟକ ଯାହା ଶରୀରକୁ ବିକାଶ କରାଇଥାଏ ।
କାରଣ ଆମ ଶରୀର ମାଂସପେଶୀ, ସେଲ,ଓ ଟିସ୍ୟୁରୁ ବନାହେଇଥାଏ । ଓ ଏହି ସବୁ ପ୍ରୋଟିନରୁ ବନିଥାଏ । ତେଣୁ ଏହାର ଊପଯୋଗୀ ଆମ ଶରୀର ପାଇଁ ବହୁତ ଅଧିକ ।
ଚାଲନ୍ତୁ ଜାଣିବା କିଛି ନିତିଦିନ ବ୍ୟବହାର ଯୋଗ୍ୟ ଖାଦ୍ୟ ଯେଉଁଥିରେ ପ୍ରୋଟିନ ରହିଥାଏ ।
୧-ବାଦାମ
୨-ଦହି
୩-ଅଣ୍ଡା
୪-ଡ଼ାଲି (ମୁଗ,ବୁଟ,ଚଣା,ରାଜମା)
୫-ପନୀର
୬-ମାଛ
୭-ସେ।ୟାବିନ
୮-ଫଳ
୯-ଲୋ ଫ୍ୟାଟ ମିଲ୍କ
୧୦-ଚିକେନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking