ଆସନ୍ତା ୨୦ରେ ହେବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୨୦ ତାଣିଖରେ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । କୋଭିଡ଼ ନିୟମକୁ ଆଖି ଆଗରେ ରଖି ଅଧବବେଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁର୍ବ ଅଧିବେଶନ ଭଳି ଏହିଥର ମଧ୍ୟ ସମସ୍ତ ସଦସ୍ୟଙ୍କ କୋରନା ଟେଷ୍ଟ ହବ । ଏଥିପାଇଁ ୧୭,୧୮,୧୯ ତାରିଖ ଧାର୍ଯ୍ୟ କରାଯାଇଛି । ବିଧାନସଭା ଯିବାକୁଥିବା ସାମ୍ବାଦିକ ମାନଙ୍କର ମଧ୍ୟ କୋରନା ଟେଷ୍ଟ ହବ ।

LEAVE A REPLY

Please enter your comment!
Please enter your name here