28.9 C
Bhubaneswar
Sunday, May 5, 2024
Homeଓଡିଶା୪ ବରିଷ୍ଟ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି

୪ ବରିଷ୍ଟ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର:  ବୁଧବାର ୪ଜଣ ବରିଷ୍ଟ ଓଏଏସ୍ ଅଧିକାରୀଙ୍କୁ ପଦନ୍ନେତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶଶସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ବରିଷ୍ଟ ଓଏଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ବିଜୟଲକ୍ଷ୍ମୀ ପାଟଶାହାଣୀଙ୍କୁ ଓଏସ୍‌ଏସ୍‌ଏସ୍‌ସିର ଉପସଚିବ, ରଞ୍ଜନ କୁମାର ଜେନାଙ୍କୁ ବାଙ୍କୀ ଉପଜିଲ୍ଲାପାଳ, ବିନୋଦ କୁମାର ଜେନାଙ୍କୁ ମିଶନ ଶକ୍ତି ବିଭାଗର ଡେପୁଟି ସେକ୍ରେଟାରୀ ଏବଂ ବିଜୟାନନ୍ଦ ନାୟକଙ୍କୁ କ୍ରିଡା ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking