30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଭୋଳାବାବାଙ୍କ ପୂଜା କଲେ ପ୍ରିୟଙ୍କା

ଭୋଳାବାବାଙ୍କ ପୂଜା କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଲୋକେ ମହାଶିବରାତ୍ରିକୁ ବଡ ଧୂମଧାମରେ ପାଳନ କରୁଛନ୍ତି । ସମସ୍ତେ ଭୋଳାବାବାଙ୍କ ଧ୍ୟାନ କରୁଛନ୍ତି । ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ଦେଶବାସୀଙ୍କୁ ମହାଶିବରାତ୍ରି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି । ଆଜିର ଏହି ଦିନରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭଗବାନ ଶିବଙ୍କ ମନ୍ଦିରରେ ପହଂଚି ପୂଜା ଅର୍ଚ୍ଚନା କରିଛନ୍ତି । ନିଜ ପୋଷ୍ଟର କ୍ୟାପସନରେ ସେ ହିନ୍ଦୀରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖିଛନ୍ତି । ଭଗବାନ ଶିବଙ୍ଗ ସମ୍ମାନ ଉଦ୍ଦେଶ୍ୟରେ ପ୍ରତିବର୍ଷ ମହାଶିବରାତ୍ରି ପାଳନ କରାଯାଏ । ଏହି ଦିନରେ ଭଗବାନଙ୍କୁ ପ୍ରାର୍ଥନା କରି, ଉପବାସ ରଖି ଧ୍ୟାନର ସହିତ ଭୋଳା ବାବାଙ୍କୁ ସ୍ମରଣ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking