29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାମଲା; କେଜରିୱାଲ୍ ଓ ସଞ୍ଜୟ ସିଂହଙ୍କୁ ନୂଆ ସମନ

ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାମଲା; କେଜରିୱାଲ୍ ଓ ସଞ୍ଜୟ ସିଂହଙ୍କୁ ନୂଆ ସମନ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାରେ କୁଜରାଟ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ନୂଆ ସମନ ଜାରି କରିଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ରେ ହେବ । ଏହା ପୂର୍ବର କୋର୍ଟ କେଜରିୱାଲ୍ ଓ ସଞ୍ଜୟ ସିଂହଙ୍କୁ ଏପ୍ରିଲ୍ ୧୫ରେ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା । ସେତେବେଳେ ଜାରି ସମନରେ ସ୍ପଷ୍ଟତା ନଥିବାରୁ କୋର୍ଟ ନୂଆ ସମନ ଜାରି କରିଛି ।

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking