ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା

ବଲାଙ୍ଗୀର: ମଙ୍ଗଳବାର ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ବଲାଙ୍ଗୀର ଟାଉନ ଥାନା ନିକଟ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି। ଛୁରାମାଡରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଓ ଗୁରୁତର ‌ହେଲେ କନ୍ଧପାଳିପଡାର ପ୍ରେମ ସାହୁ। ସୂଚନାଯୋଗ୍ୟ, ସରୋଜ ଓ ପ୍ରେମ ବଲାଙ୍ଗୀରରେ ହେଉଥିବା ଶୀତଳଷଷ୍ଠୀ ଯାତ୍ରୀ ଦେଖି ବିଳମ୍ବିତ ରାତିରେ ଫେରୁଥିଲେ। ହଠାତ ଦୁଇଜଣ ନିଶା ଶକ୍ତ ଯୁବକ … Continue reading ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା