39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଛତିଶଗଡ଼-ତେଲେଙ୍ଗାନା ସୀମାରୁ ୧୦ ନକ୍ସଲ୍ ଗିରଫ; ଟ୍ରାକ୍ଟର ଭର୍ତ୍ତି ବିସ୍ଫୋରକ ଜବତ

ଛତିଶଗଡ଼-ତେଲେଙ୍ଗାନା ସୀମାରୁ ୧୦ ନକ୍ସଲ୍ ଗିରଫ; ଟ୍ରାକ୍ଟର ଭର୍ତ୍ତି ବିସ୍ଫୋରକ ଜବତ

ହାଇଦ୍ରାବାଦ: ଛତିଶଗଡ଼-ତେଲେଙ୍ଗାନା ସୀମା ଭଦ୍ରାଦୀ କୋତ୍ତଗୁଡମ୍ ପୁଲିସ ୧୦ ଜଣ ନକ୍ସଲ୍‌ଙ୍କୁ ଗିରଫ କରିଛି । ଏହା ମଧ୍ୟରୁ ୫ ଜଣ ବିଜାପୁର ଜିଲ୍ଲା ନିବାସୀ । ସେମାନଙ୍କ ପାଖରେ ପୁଲିସ ଏକ ଟ୍ରାକ୍ଟର୍ କାର୍ଡେକ୍ସ ଓୟାର୍ ଏବଂ ପ୍ରାୟ ୫୦୦ଟି ଡିଟୋନେଟର୍ ଜବତ କରିଛି। ଟ୍ରାକ୍ଟରରେ ଭର୍ତ୍ତି ଏହି ବିପୁଳ ମାତ୍ରାର ବିସ୍ଫୋରକ ବଡ଼ ନକ୍ସଲ୍ ନେତାଙ୍କ ନିକଟକୁ ନିଆଯାଉଥିଲା । ଛତିଶଗଡ଼ କିମ୍ବା ତେଲେଙ୍ଗାନାରେ ବଡ଼ ଧରଣର ନକ୍ସଲ୍ ଆକ୍ରମଣର ପ୍ରସ୍ତୁତି ଚାଲିଥିବା ଏଥିରୁ ଜଣାପଡ଼ୁଛି । ତେବେ ପୁଲିସ ସେମାନଙ୍କ ଏହି ଉଦ୍ୟମକୁ ବିଫଳ କରିଦେଇଛି।

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking