29.1 C
Bhubaneswar
Saturday, April 27, 2024
Homeଓଡିଶାଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସବ ଇନିସ୍ପେକ୍ଟର

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସବ ଇନିସ୍ପେକ୍ଟର

ଭବାନୀପାଟଣା : କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଥାନା ସବ୍ ଇନ୍ସପେକ୍ଟର୍ ଉଗ୍ରସେନ ପଟେଲ ବାଇକ୍ ଦ୍ବାରା ୨ ଲକ୍ଷ ଟଙ୍କା ଚାଲାଣ କରୁଥିବା ବେଳେ ଭିଜିଲାନ୍ସ ଦ୍ବାରା ଅଟକ ରଖି ପଚରାଉଚରା କରିବାରୁ ସଠିକ୍ ହିସାବ ଦେଇ ନ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗଙ୍କ ନେତୃତ୍ବରେ ଅଜିତ୍ ପାଢୀ, ମାଳକାନଗିରୀ ଡିଏସପି ଶୁସାନ୍ତ କୁମାର ବିଶ୍ବାଳ, ନୂଆପଡା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା , କଳାହାଣ୍ଡି ଜିଲା ଡିଏସପି ସତ୍ୟବାନ ମହାନନ୍ଦ, ପ୍ରମିଳା ସୁନାନୀ ପ୍ରମୁଖ ଏହି ଚଢଉ ଟିମ୍ ରେ ସାମିଲ୍ ଥିଲେ। ଦୁଇ ଦୁଇ ଲକ୍ଷ ଟଙ୍କା ଚାଳାଣ କରିବା ଘଟଣା ବିଷୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking