30.1 C
Bhubaneswar
Saturday, April 27, 2024
Homeଓଡିଶାନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଅଟକ, ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଅଟକ, ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

କଟକ: କଟକ ସଦର ଥାନା ଉଷୁମା ଅଞ୍ଚଳରେ ଉତ୍ତେଜନା । ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଜଣେ ନାବାଳିକାକୁ କିଛି ଲୋକ ଉଠାଇ ନେଉଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ । ଏହାପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସ୍ଥାନୀୟଏକ ଆଶ୍ରମରେ ଶ୍ରମିକ ଭାବରେ ଦୁଇ ଅଭିଯୁକ୍ତ କାମ କରୁଥିବା ଜଣାପଡିଛି।

ବଟି ନଦେବାର ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking