ବଟି ନଦେବାର ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ

ଟିକିରି : ବଟି ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ । ବଟି ନଦେବାରୁ ରାସ୍ତାରେ ଅଟକାଇ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ୫/୬ ଦୁର୍ବୁତ୍ତ । ଏଭଳି ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ସମସ୍ତ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ବକ୍ସାଇଟ୍ ଗୁଣ୍ଡ ନେଇ ଯାଉଥିବା ଟ୍ରକ ଚାଳକଙ୍କ ନାମ ରମେଶ ଘଡ଼େଇ ବୋଲି ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକେ ଗୁଳିମାଡ଼ରେ ଆହତ ଡ୍ରାଇଭରଙ୍କୁ ନେଇ … Continue reading ବଟି ନଦେବାର ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ