23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ , ଅଭିଯୋଗ ଶୁଣୁନି ପୋଲିସ

ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ , ଅଭିଯୋଗ ଶୁଣୁନି ପୋଲିସ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତର ମଠସାହି ଗ୍ରାମର ଶିବ ଚରଣ ସ୍ବାଇଁଙ୍କ ବାସ ଗୃହରେ ଗତ ଶନିବାର ମଧ୍ୟରାତ୍ରିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ଦେଇଥିଲେ ବି ଏନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପୀଡିତ ଶିବ ଚରଣ ସ୍ବାଇଁ ଏ ନେଇ ସ୍ଥାନୀୟ ନିକିରାଇ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ନୀରବତା ସମସ୍ତଙ୍କୁ ଚକିତ କରିଛି। ଶୀବଚରଣଙ୍କ ଘର ପୋଡି ଯାଇଥିବାରୁ ପରିବାରର ପାଞ୍ଚ ପ୍ରାଣୀ ସଦସ୍ୟ ଏବେ ଶୀତ କାକରରେ ବାହାରେ କାଳାତିପାତ କରୁଛନ୍ତି। କିନ୍ତୁ ଘରପୋଡି ଭଳି ସଙ୍ଗୀନ ଘଟଣା କୁ ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ବି ପୋଲିସ କାହିଁକି ନୀରବତା ଅବଲମ୍ବନ କରି ଅଭିଯୁକ୍ତଙ୍କୁ ଘଣ୍ଟଘୋଡାଉଛି ତାହା ବୁଝି ହେଉନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking