28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୪ ମାସ ପାଇଁ ନିଟ୍‌-ପିଜି ପରୀକ୍ଷା ସ୍ଥଗିତ

୪ ମାସ ପାଇଁ ନିଟ୍‌-ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ୧୯ ସହ ଲଢିବା ପାଇଁ ଚିକିତ୍ସାକର୍ମୀମାନଙ୍କ ଉପସ୍ଥିତିକୁ ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ଅନୁସାରେ, ନିଟ୍ ପିଜି ପରୀକ୍ଷାକୁ ଅତି କମରେ ୪ ମାସ ପାଇଁ ସ୍ଥଗିତ କରିବାକୁ କୁହାଯାଇଛି ।
ପିଏମଓ ଅଫିସ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ, ଏମବିବିଏସ ଅନ୍ତିମ ବର୍ଷର ଛାତ୍ରଙ୍କୁ ଫ୍ୟାକଲଟି ଦେଖାଶୁଣା ପାଇଁ ଟେଲିକଂସଲଟେସନ ଓ ହାଲକା ଭାବରେ କୋଭିଡ ମାମଲାକୁ ବି ନଜର ରଖାଯିବାକୁ ପରାମର୍ଶ ଦିଆଯାଇପାରେ । ସିନିୟର ଡାକ୍ତର ଓ ନର୍ସଙ୍କ ଦେଖାଶୁଣା ଦାୟିତ୍ୱରେ ବିଏସସି, ଜିଏନଏମ ଯୋଗ୍ୟ ନର୍ସଙ୍କ ପୂର୍ଣ୍ଣକାଳୀନ କୋଭିଡ ନର୍ସିଂରେ ଉପଯୋଗ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking