28.1 C
Bhubaneswar
Sunday, April 28, 2024
Homeକରୋନାବିହାରରେ ବଢିଲା ଲକଡାଉନ ଅବଧି

ବିହାରରେ ବଢିଲା ଲକଡାଉନ ଅବଧି

ପାଟନା: ବିହାର ରେ କରୋନା ଭାଇରସର ଦ୍ୱିତୀୟ ଲହର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ହୋଇଥିବା ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।  ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।  ତାଜା ସୂଚନା ଅନୁସାରେ, ବିହାରରେ ଲକଡାଉନକୁ ଆଉ କିଛି ସମୟ ପାଇଁ ବୃଦ୍ଧି କରାଯାଇଛି ।  ଏହାର ଅବଧି ୧ ଜୁନ ୨୦୨୧ ପର୍ଯ୍ୟନ୍ତ ରହିବ ।  ଏହାପୂର୍ବରୁ ବିହାରର କ୍ରାଇସିସ ମ୍ୟାନେଜମେଣ୍ଟ ଗ୍ରୁପ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ସୋମବାର ସିଏମ ନିତିଶ କୁମାର ଟ୍ୱିଟ କରି ଲକଡାଉନ ନେଇ ବିସ୍ତାର ରୂପରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking