28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ପଦ୍ମ ପୁରସ୍କାର-2022 ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ

ଆଜି ପଦ୍ମ ପୁରସ୍କାର-2022 ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ

ଭୁବନେଶ୍ୱର : ଆଜି ପଦ୍ମ ପୁରସ୍କାର-2022 ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ସୁପାରିଶ କେବଳ ପଦ୍ମ ପୁରସ୍କାର ପୋର୍ଟାଲ www.padmaawards.gov.in ରେ ହିଁ କରି ପାରିବେ । ପଦ୍ମ ପୁରସ୍କାର ପଦ୍ମଭୂଷଣ, ପଦ୍ମବିଭୂଷଣ ଏବଂ ପଦ୍ମଶ୍ରୀଙ୍କୁ 2022 ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯିବ ।

ସମାଜର ସମସ୍ତ ଦକ୍ଷ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁମାନଙ୍କର ଯାହାର ଉତ୍କର୍ଷତା ଏବଂ ସଫଳତା ପ୍ରକୃତରେ ରହିଛି । ଦେଶର ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବିଭାଜିତ ବ୍ୟକ୍ତି ଏବଂ ଯେଉଁମାନେ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking