35.1 C
Bhubaneswar
Tuesday, April 23, 2024
Homeଓଡିଶାବର୍ଷାରେ ୨୧ ଲକ୍ଷ ଲୋକ ପ୍ରଭାବିତ

ବର୍ଷାରେ ୨୧ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଜନ୍ଖଚ୍ଛ ବନ୍ୟା ସ୍ଥିତି ନେଇ ଏସଆରସି ସୂଚନା ପ୍ରଦାନ କରି କହିଛନ୍ତି, ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି । ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି । ଜଳକା ବିପଦ ସଂକେତ ଉପରେ ରହିଛି । ବନ୍ୟା ପରିସ୍ଥିତି ନାହିଁ । ବୁଢା ବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବ୍ରାହ୍ଣଣୀରେ ୩ଟି ସହ ଟାଙ୍ଗୀ ଜରିପଡା କୁସୁମୀ ନାଳରେ ଘାଇ ହୋଇଛି । ଲଗାଣ ବର୍ଷା ଯୋଗୁଁ ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୪୩୩୪ଟି ଗାଁ ଓ ୨୯ଟି ପୌରାଂଚଳ ପ୍ରଭାବିତ ହୋଇଛି । ୨୧ ଲକ୍ଷ ପ୍ରବାବିତ ହୋଇଥିବା ବେଲେ ୩୮୩୯ ଘର କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ନେଇ ପ୍ରାଥମିକ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking