29.1 C
Bhubaneswar
Sunday, April 28, 2024
Homeଓଡିଶାଚଢିଗଲା ଲୁହା ପଥର ବେୋଝଇ ଟ୍ରକ: ୧ ମୃତ

ଚଢିଗଲା ଲୁହା ପଥର ବେୋଝଇ ଟ୍ରକ: ୧ ମୃତ

କନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତଗର୍ତ ସାଳପଡ଼ା ମହିଳା ମହାବଦ୍ୟାଳୟ ନିକଟେର ମମର୍ନ୍ତୁଦ ସଡ଼କ ଦୁଘର୍ଟଣା ହୋଇଛି । ଲୁହା ପଥର ବେୋଝଇ ଟ୍ରକ ଭାରାସାମ୍ୟ ହରାଇ ଦୁଇଟି ବାଇକ ଉପେର ଚଢ଼ିଯିବାରୁ ଘଟଣାସ୍ଥଳେର ଜଣଙ୍କର ମୃତ୍ୟୁ ହୋଇଥିବା େବେଳ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ମୃତକ ଓ ଆହତ ମୋନ ହେଉଛନ୍ତି ରାଇତଳାର ସାଇଙ୍କୁଳ ଅଞ୍ଚଳ ବୋଲି ଯଣାପଡ଼ିଛି ।

ସାଳପଡ଼ା ଅଞ୍ଚଳେର ପ୍ରବଳ ଝଡ଼ବର୍ଷା ଆରମ୍ଭ ହୋଇଥିଲା । ସେଇ ସମୟେର ଲୁହାପଥର ବେୋଝଇ ଟ୍ରକଟି ମହିଳା ମହାବଦ୍ୟାଳୟ ପଟରୁ ଆସୁଥିଲା ଓ ବିପରିତ ଦିଗରୁ ଦୁଇଟି ବାଇକ୍େ‌ର ଚାରି ଜଣ ଲୋକ ଆସୁଥେôଲ । ଠିକ୍ ସେଇ ସମୟେର ଟ୍ରକଟି ନିୟନ୍ତ୍ରଣ ହରାଇ ବାଇକ୍ ଉପେର ଛଢି ଯାଇଥିଲା । ତେବ ଘଟଣା ସ୍ଥଳେର ଟ୍ରକ ଚକା ତେଳ ଚାପି ହୋଇ ଜଣଙ୍କର ମୃତ ହୋଇଛି । ବାଇକ୍େ‌ର ଆସୁଥିବା ଅନ୍ୟ ତିନିଜଣଙ୍କୁ ସ୍ଥାନିୟ ଲୋକ ଉନ୍ଧାର କରି ମେଡିକାଲେର ଭର୍ତ୍ତି କରିଛନ୍ତି । େତେବ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା େବେଳ ଘଷିପୁରା ପୁଲିସ ଘଟଣାସ୍ଥଳେର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking