26.1 C
Bhubaneswar
Friday, May 10, 2024
Homeଓଡିଶାମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା

ମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା

ଭୁବେନଶ୍ୱର: ମାର୍ଚ୍ଚ ଆରମ୍ଭରୁ ତାତିରେ ଫୁଟିଲାଣି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଉପରମୁହାଁ ପାରଦ । ବଲାଙ୍ଗିରେର ତାତି ୩୮ ଡିଗ୍ରୀ ଡେଇଁଲାଣି । ପ୍ରବଳ ଗରମେର ଲେୋକ ଆଉଟୁପାଉଟୁ ହେଉଛନ୍ତି ।

ଟିଟିଲାଗଡେର ମଧ୍ୟ ଅସହ୍ୟ କଲାଣି ତାତି । ୧୨ ଟା ପେର ଘରୁ ବାହାରିବାକୁ ଡର ମାଡିଲାଣି । ତାପମାତ୍ରା ବୃଦ୍ଧି ଯୋଗୁ ସକାଳୁଆ ସ୍କୁଲ କରିବାକୁ େଏବଠୁ ଦାବି ହେଲାଣି । ସେପେଟ ପାଣିପାଗ ବିଭାଗ କହିଛି, ଆଗାମୀ ଦୁଇଦିନ ଭିତେର ତାପମାତ୍ରୋର ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବେର ଆଭ୍ୟନ୍ତରୀଣ ଓ ଉପକୂଳେର ୧୬-୧୭ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରେର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking