30.1 C
Bhubaneswar
Thursday, May 9, 2024
Homeଲୋକସଭା ନିର୍ବାଚନ-2024ବିଜେପି ସହ ଆସନ ଭାଗବଣ୍ଟା ତୁଟିଲା; ଏନ୍‌ଡିଏକୁ ଫେରିବା ପାଇଁ ରାଜି ହେଲା ଏଲ୍‌ଜେପି

ବିଜେପି ସହ ଆସନ ଭାଗବଣ୍ଟା ତୁଟିଲା; ଏନ୍‌ଡିଏକୁ ଫେରିବା ପାଇଁ ରାଜି ହେଲା ଏଲ୍‌ଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନେର ବିହାରେର ବେିଜପି ସହ ମେଣ୍ଟ କରିବା ପାଇଁ ଶେଷେର ଚିରାଗ ପାଶୱାନ୍‌ଙ୍କ ଦଳ ଲୋକ ଜନଶକ୍ତି ପାର୍ଟି (ଏଲ୍େ‌ଜପି) ସହମତି ପ୍ରକାଶ କରିଛି । ପ୍ରକାଶ, ପୂବର୍ରୁ ଆସନ ଭାଗବଣ୍ଟାକୁ ନେଇ ଏଲ୍େ‌ଜପି ଏବଂ ବେିଜପି ମଧ୍ୟେର ସାମାନ୍ୟ ମତେଭଦ ରହିଥିଲା । ଏହି କାରଣରୁ ୨୦୨୪ ଲୋକସଭା ନିର୍ବାଚନେର ହୁଏତ ଏଲ୍େ‌ଜପି-ବେିଜପି ମେଣ୍ଟ ଦେଖିବାକୁ ମିଳିନପୋର ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି ବିଧିବଦ୍ଧ ଭୋବ ଚିରାଗ ପାଶୱାନ୍‌, ବେିଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ପେର ଏଲ୍େ‌ଜପି-ବେିଜପି ମେଣ୍ଟ ଗଠନ ସମ୍ପକର୍ରେ ସୂଚନା ଦେଇଛନ୍ତି । େତେବ ଉଭୟ ଦଳଙ୍କ ମଧ୍ୟେର କେଉଁ ଦଳ, େକେତ ଲେଖାଏ ଆସନେର ପ୍ରାର୍ଥୀ େଦେବ ସେସମ୍ପର୍କୀତ ସୂଚନା ସେ ଦେଇନାହାନ୍ତି । କିନ୍ତୁ ଠିକ୍ ସମୟେର ଏସମ୍ପକର୍ରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଚିରାଗ ଆଜି ଗଣମାଧ୍ୟମକୁ କହିଛନ୍ତି ।

ସୂଚନୋଯାଗ୍ୟ, ଏନ୍‌ଡିଏର ଅନ୍ୟତମ ସହେଯାଗୀ ଦଳ ଭୋବ ଏଲ୍େ‌ଜପି ରହିଆସିଥିଲା । ୨୦୧୯ ସାଧାରଣ ନିର୍ବାଚନ ସମୟେର ମଧ୍ୟ ଏଲ୍େ‌ଜପିର ପ୍ରତିଷ୍ଠାତା ତଥା ବରିଷ୍ଠ ରାଜେନତା ରାମବିଳାସ ପାଶୱାନ୍ (ଦିବଂଗତ ନେତା) ନେତୃତ୍ୱେର ଏଲେଜପି, ଏନ୍‌ଡିଏର ଅନ୍ୟତମ ଅଂଶୀଦାର ଦଳ ଭୋବ ମୈଦାନକୁ ଓହ୍ଲାଇଥିଲା । ସେସମୟେର ନୀତୀଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟ ଏନ୍‌ଡିଏର ସହେଯାଗୀ ଦଳ ଭୋବ ଏହି ମେଣ୍ଟେର ସାମିଲ ହୋଇଥିଲା । ଏଲ୍େ‌ଜପି େସେତେବେଳ ମୋଟ୍ ୬ଟି ଲୋକସଭା ଆସନେର ପ୍ରାର୍ଥୀ ଦେଇଥିବା େବେଳ ସମସ୍ତ ଆସନେର ବିଜୟୀ ହୋଇଥିଲା । େତେବ ପରବର୍ତ୍ତୀ ସମୟେର ରାମ ବିଳାସ ପାଶୱାନ୍‌ଙ୍କ ଦେହାନ୍ତ ହେବା ପେର ଏଲ୍େ‌ଜପିକୁ ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । କୌଣସି କାରଣରୁ ଚିରାଗ ପାଶୱାନ୍‌, ବେିଜପି ସହ ମେଣ୍ଟ ଭଙ୍ଗ କରେିଦଇଥେôଲ । ଏହି ସମୟେର ତାଙ୍କ କକା ପଶୁପତି ପାରସ୍ ମଧ୍ୟ ଦଳେର ବେିଦ୍ରାହ କରିବା ପୂବର୍କ ଦଳକୁ ବିଭାଜିତ କରେିଦଇଥେôଲ ।

 ପୁଣିଥେର ବେିଜପିର ଅଂଶୀଦାର ଦଳ ଭୋବ ଏନ୍‌ଡିଏକୁ ପ୍ରତ୍ୟାବତ୍ତର୍ନ କରୁଛନ୍ତି େସେତେବେଳ ୨୦୧୯ ସାଧାରଣ ନିର୍ବାଚନ ସମୟେର ତାଙ୍କ ଦଳ ଜିତିଥିବା ସେହି ୬ଟି ଆସନ ସହ ଅତିରିକ୍ତ ୨ଟି ଆସନ ଦାବି କରିଥିବା ଜାଣିବାକୁ ମିଳିଛି । ସୂଚନୋଯାଗ୍ୟ, ଏହି ୬ ଆସନ ମଧ୍ୟେର ହାଜିପୁର ଲୋକସଭା ଆସନ ମଧ୍ୟ ରହିଛି । ହାଜିପୁର ଆସନରୁ କ୍ରମାଗତ ୪ଥର ଏବଂ ମୋଟ୍ ୮ଥର ଲୋକସଭାକୁ ନିର୍ବାଚିତ ହୋଇଥେôଲ ରାମବିଳାସ ପାସୱାନ୍ । ରାମବିଳାସଙ୍କ ଦେହାନ୍ତ ପେର ଏହି ଆସନରୁ ପାରସ୍ େଏବ ସାଂସଦ ଅଛନ୍ତି । ସୁତରାଂ ଚିରାଗ େଏବ ବାପା ରାମବିଳାସଙ୍କ ଏହି ହାଜିପୁର ଆସନକୁ ମଧ୍ୟ ନେବା ପାଇଁ ବେିଜପି ପାଖେର ପ୍ରସ୍ତାବ ରଖିଛନ୍ତି । ଅନ୍ୟପେକ୍ଷ ପାରସ୍‌ଙ୍କ ଦଳ କିନ୍ତୁ ଏହି ଆସନକୁ କୌଣସି ପରିସ୍ଥିତେିର ମଧ୍ୟ ଛାଡିବାକୁ ଚାହୁଁନାହିଁ । ବେିଜପି ସହ େଏନଇ ପାରସ୍ ମଧ୍ୟ ଅୋଲାଚନା କରିସାରିଥିବା ଜାଣିବାକୁ ମିଳିଛି । ଏପରିସ୍ଥିତେିର ବେିଜପି େଏବ ଉଭୟ କକା-ପୁତୁରା (ପାରସ ଏବଂ ଚିରାଗ)ଙ୍କ ମଧ୍ୟେର ରହିଥିବା ଏହି ବିବାଦକୁ କିପରି ସମାଧାନ କରିବ ଏବଂ କେଉଁ ଫମୂର୍ଲା ଆଧାରେର ଏସମାନଙ୍କ ସହ ଆସନ ବୁଝାମଣା କରିବ େସେନଇ ଚିନ୍ତୋର ପଡିଯାଇଛି । ସୂଚନୋଯାଗ୍ୟ, ଚିରାଗ ସମ୍ପ୍ରତି ବିହାରର ଜାମୁଇ ଲୋକସଭା ଆସନରୁ ସାଂସଦ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking