37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସୁପ୍ରିମେକାଟର୍ରେ ଏସ୍‌ବିଆଇର ସତ୍ୟପାଠ ଦାଖଲ; ୫ ବଷର୍ରେ କ୍ରୟ ହୋଇଛି ୨୨,୨୧୭ ବଣ୍ଡ୍‌

ସୁପ୍ରିମେକାଟର୍ରେ ଏସ୍‌ବିଆଇର ସତ୍ୟପାଠ ଦାଖଲ; ୫ ବଷର୍ରେ କ୍ରୟ ହୋଇଛି ୨୨,୨୧୭ ବଣ୍ଡ୍‌

ନୂଆଦିଲ୍ଲୀ: ବୁଧବାର େଇଲେକ୍ଟାରାଲ୍ ବଣ୍ଡ ସମ୍ପର୍କୀତ ଏକ ସତ୍ୟପାଠ ଏସ୍‌ବିଆଇ ପକ୍ଷରୁ ସୁପ୍ରିମେକାଟର୍ରେ ଦାଖଲ କରାଯାଇଥିବା ସୂଚନା ମିଳିଛି । ଏସ୍‌ବିଆଇର ଏହି ସତ୍ୟପାଠ ଅନୁସୋର ଦେଶେର େଇଲେକ୍ଟାରାଲ୍ ବଣ୍ଡ୍ ବ୍ୟବସ୍ଥା ଆରମ୍ଭ ହେବା ଠାରୁ ଆଜି ଯାଏ ଅର୍ଥାତ୍ ଏପ୍ରିଲ୍ ୧୨, ୨୦୧୯ରୁ ୨୦୨୪ ମଧ୍ୟେର ମୋଟ୍ ୨୨,୨୧୭ଟି େଇଲେକ୍ଟାରାଲ୍ ବଣ୍ଡ୍ କ୍ରୟ କରାଯାଇଛି । େତେବ ଏଥିମଧ୍ୟରୁ ୨୨,୦୩୦ଟି ବଣ୍ଡ୍‌କୁ ନଗଦ ଅର୍ଥ ରାଶେିର ରୂପାନ୍ତରିତ କରାଯାଇଛି । ଅର୍ଥାତ୍ ୨୨,୨୧୭ େଇଲେକ୍ଟାରାଲ୍ ବଣ୍ଡ୍ ମଧ୍ୟରୁ ୨୨,୦୩୦ଟି ବଣ୍ଡ୍‌କୁ ବ୍ୟବହାର କରାଯାଇଛି । ସେହିପରି ଅବଶିଷ୍ଟ ୧୮୭ଟି େଇଲେକ୍ଟାରାଲ୍ ବଣ୍ଡ୍‌କୁ ନିୟମ ଅନୁସୋର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠେିର ଜମା କରାଯାଇଛି ।

ରାଜେନୌତିକ ଦଳଗୁଡ଼ିକ ଯଦି ୧୫ ଦିନ ମଧ୍ୟେର ସେମାନଙ୍କ େଉଦ୍ଦଶ୍ୟେର କିଣାଯାଇଥିବା ନିର୍ବାଚନୀ ବଣ୍ଡକୁ ଏନ୍‌କ୍ୟାସ (ନଗଦ ଅର୍ଥ ରାଶେିର ରୂପାନ୍ତର ନକରନ୍ତି) ବା ବ୍ୟବହାର ନକରନ୍ତି େତେବ ଉକ୍ତ ନିର୍ବାଚନୀ ବଣ୍ଡ ବାବଦ ସମସ୍ତ ଅର୍ଥ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍େ‌ର ଜମା ହେବା ନେଇ ପ୍ରାବଧାନ (ନିୟମ) ରହିଛି । େତେବ ଏସମସ୍ତ ବଣ୍ଡ୍ ସମ୍ପର୍କୀତ ସବେିଶଷ ତଥ୍ୟକୁ ଏକ ପେନ୍‌ଡ୍ରାଇଭ୍େ‌ର ଦୁଇଟି ପିଡିଏଫ୍ ଫାଇଲ୍ ଆକାରେର ନିର୍ବାଚନ ଅୋୟାଗଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଦୁଇଟି ଫାଇଲ୍ ଏକ ନିଦ୍ଦିର୍ଷ୍ଟ ପାସ୍‌ୱାର୍ଡ ଦ୍ୱାରା ସୁରକ୍ଷିତ ରହିଥିବା େବେଳ ପାସୱାଡର୍କୁ ମଧ୍ୟ ମୁଖ୍ୟ ନିର୍ବାଚନ ଅୋୟାଗଙ୍କୁ ଜଣାଇଦିଆଯାଇଛି ବୋଲି ଏସ୍‌ବିଆଇ ନିଜ ସତ୍ୟପାଠେର େଉଲ୍ଲଖ କରିଛି ।

ଅନ୍ୟ ଏକ ରେିପାର୍ଟ ଅନୁସୋର େଇଲେକ୍ଟାରାଲ୍ ବଣ୍ଡ୍ ସମ୍ପକର୍ରେ ଆଜି ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟେର ଏସବୁ ତଥ୍ୟକୁ ୱେବସାଇଟ୍େ‌ର ଉପଲବ୍ଧ କରାଯିବ । ତାଙ୍କ କହିବାନୁସୋର ଏସ୍‌ବିଆଇ ପକ୍ଷରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କୀତ ତଥ୍ୟ ନିର୍ବାଚନ ଅୋୟାଗ ନିକଟେର ଦାଖଲ ହୋଇସାରିଛି । ଖୁବଶୀଘ୍ର ସେ ଜମ୍ମୁ କାଶ୍ମୀରରୁ ଫେରିବା ପେର ସେସବୁ ତଥ୍ୟଗୁଡ଼ିକୁ ଯାଞ୍ଚ୍ କରେିବ ଏବଂ ସୁପ୍ରିମେକାର୍ଟ ଦେଇଥିବା ନିର୍ଦ୍ଧାରିତ ସମୟ ସୁଦ୍ଧା ନିର୍ବାଚନ ଅୋୟାଗଙ୍କ ୱେବସାଇଟ୍େ‌ର ସେସବୁକୁ ସାବର୍ଜନୀନ କରିଦିଆଯିବ ।

ସୋମବାର ହୋଇଥିବା ଶୁଣାଣି କାଳେର ସୁପ୍ରିମେକାଟ,ର୍ ଏସ୍‌ବିଆଇକୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ ତଥ୍ୟ ନିର୍ବାଚନ ଅୋୟାଗଙ୍କ ନିକଟେର ଦାଖଲ କରିବାକୁ ଏବଂ ଆସନ୍ତା ୧୫ ତାରିଖ ସୁଦ୍ଧା ଏସମ୍ପର୍କୀତ ଡାଟାଗୁଡିକୁ ନିଜ ୱେବସାଇଟ୍େ‌ର ଉପଲବ୍ଧ କରାଇବାକୁ ନିର୍ବାଚନ ଅୋୟାଗଙ୍କୁ ମଧ୍ୟ ସୁପ୍ରିମେକାର୍ଟ ନେିଦ୍ଦର୍ଶ ଦେଇଥେôଲ । ସୂଚନୋଯାଗ୍ୟ, ସମ୍ପ୍ରତି ଜମ୍ମୁ କାଶ୍ମୀରେର ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା େଉଦ୍ଦଶ୍ୟେର ସେଠାକାର ସ୍ଥିତାବସ୍ଥା ସମ୍ପକର୍ରେ ଯାଞ୍ଚ୍ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ତାଙ୍କ ଟିମ୍ ଜମ୍ମୁ କାଶ୍ମୀର ଗସ୍ତେର ଅଛନ୍ତି । ଏହିଠାରୁ ହିଁ ରାଜୀବ କୂମାର ଉପେରାକ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking