25.8 C
Bhubaneswar
Saturday, July 27, 2024
Homeଓଡିଶା ଓଡିଶା କଳାର ଧାମ: ପ୍ରଧାନମନ୍ତ୍ରୀ

 ଓଡିଶା କଳାର ଧାମ: ପ୍ରଧାନମନ୍ତ୍ରୀ

ଅନୁଗୁଳ : ଅନୁଗୁଳରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବକ୍ତବ୍ୟ ଆରମ୍ଭ କରିଛନ୍ତି । ପୁରୀରେ ରୋଡ ସୋ’ ସାରି ଅନୁଗୁଳରେ ପହଞ୍ଚିଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଅନୁଗୁଳରେ ମୋଦି ପ୍ରଚାର କରୁଛନ୍ତି । ଲୋକମାନଙ୍କର ଉତ୍ସାହର ସୁଅ ଦେଖିବାକୁ ମିଳିଛି ଅପୁଗୁଳ ସଭାରେ ।
ଓଡିଶା କଳାର ଧାମ , ପ୍ରତି ପରିବାରରେ କଳା ରହିଛି ଏପରି କହି ବକ୍ତବ୍ୟ ଆରମ୍ଭ କଲେ ମୋଦି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛନ୍ତି । ସକାଳ ୧୦ ଟାରେ ଏ ଭିଡ ଦେଖି ମୁଁ ଅଭିଭୁତ କହିଲେ ମୋଦି । ସକାଳ ୭ ଟାରେ ପୁରୀରେ  ଆଶ୍ଚର୍ଯ୍ୟଜନକ ଭିଡ ଦେଖିଲି । ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ମଧ୍ୟ ଆଶା ପୂରଣ କରନ୍ତି । ଓଡିଶାର ସୁଖ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଅଶିଷ ମାଗିଲି । ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି  ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking