28.1 C
Bhubaneswar
Friday, May 3, 2024
Homeଓଡିଶାକାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲ : କଂଗ୍ରେସ

କାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲ : କଂଗ୍ରେସ

ବ୍ୟୁରୋ : ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଲେ କଂଗ୍ରେସର ନେତୃବୃନ୍ଦ । ଶ୍ରୀ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କଲେ । ଦାବିପତ୍ର ପ୍ରଦାନ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲିବାକୁ ଲିଖିତ ଭାବେ ଜଣାଇଲେ ।

କେ.ଜି.’ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରି ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ ଗିରଫ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking