କେ.ଜି.’ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରି ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ ଗିରଫ

ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର୍‌ରେ ଜଣେ ସାଢ଼େ ୩ ବର୍ଷୀୟ ‘କିଣ୍ଡର୍‌ଗାର୍ଟେନ୍‌’ ଛାତ୍ରୀଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ତା’ର ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଏକଥା କାହା ଆଗରେ କହିଲେ ତା’ର ବାପାମାଆଙ୍କୁ ହତ୍ୟା କରାଯିବ ଓ ସେ ଦୁନିଆରେ ଏକୁଟିଆ ହୋଇଯିବ ବୋଲି ବସ୍‌ କଣ୍ଡକ୍ଟର୍‌ ସେ ଝିଅକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ପୁଲିସ କହିଛି, ୩୪ ବର୍ଷିୟ ବସ୍‌ କଣ୍ଡକ୍ଟର୍‌ ମଦନଲାଲ୍‌ଙ୍କୁ ଗିରଫ … Continue reading କେ.ଜି.’ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରି ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ ଗିରଫ