28.1 C
Bhubaneswar
Saturday, April 27, 2024
Homeଓଡିଶାଗୁଳି ମାଡରେ ମତ୍ସ୍ୟଜୀବୀ ମୃତ

ଗୁଳି ମାଡରେ ମତ୍ସ୍ୟଜୀବୀ ମୃତ

ଚାନ୍ଦିପୁର : ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣା । ଗୁଳି ବାଜି ମତ୍ସ୍ୟଜୀବୀ ମୃତ । ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ଗୁଳି ବାଜି ମୃତ । ଭୁଟୁଭୁଟିରେ୭ ମତ୍ସ୍ୟଜୀବୀ ଭୁଲବଶତଃ ରେଞ୍ଜ ଭିତରକୁ ଚାଲିଯାଇଥିଲେ । ପରୀକ୍ଷଣ ବେଳେ ଗୁଳି ବାଜିବାରୁ ଭୁଟୁଭୁଟି ମାଲିକ ମୃତ । ଆଉ ଜଣେ ଆହତ । ଅନ୍ୟ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ କୂଳକୁ ଚାଲିଆସିଥିବା ସୂଚନା । ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଇଟିଆର ସମୁଦ୍ର ସୀମା ଅଞ୍ଚଳର ନୋ ଏଣ୍ଟ୍ରି ଜୋନରେ ଅନୁପ୍ରବେଶ ବେଳେ ଗୁଳି ବାଜିଥିବା କୁହାଯାଉଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking