30.1 C
Bhubaneswar
Thursday, May 9, 2024
Homeଓଡିଶାଜଳିଗଲା ୮ ବଖରା ଘର, ଜଣେ ଜୀବନ୍ତ ଦଗ୍ଧ

ଜଳିଗଲା ୮ ବଖରା ଘର, ଜଣେ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ଟ୍ରେଜେରୀ ଅଫିସ୍ ନିକଟ ଏକ ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳି ଯାଇଛି। ଏଥିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅସ୍ଥାୟୀ କଲୋନୀରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୮ ବଖରା ଘର ଜଳିଯିବା ସହ ଜଣେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

୧୬,୦୦୦ ଘୋଡ଼ାଙ୍କୁ ଗୁଳି କରି ମାରିବେ ଅଷ୍ଟ୍ରେଲିଆ ସରକାର!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking