36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିମାନ ଟଏଲେଟ୍‌ରେ ସିଗାରେଟ ଟାଣି ଗିରଫ ହେଲେ ବ୍ୟକ୍ତି

ବିମାନ ଟଏଲେଟ୍‌ରେ ସିଗାରେଟ ଟାଣି ଗିରଫ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ : ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଓମାନର ମସ୍କଟ୍ରୁ ମୁମ୍ବାଇ ଅଭିମୁଖେ ଆସୁଥିବା ସମୟରେ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ବିମାନର ଟଏଲେଟ୍‌ରେ ସିଗାରେଟ୍ ଟାଣୁଥିଲେ । ବିମାନରେ ଥିବା ସ୍ମୋକ୍ ଡିଟେକ୍ଟରରୁ ବିମାନର କ୍ରୁ ମେମ୍ବର ଟଏଲେଟ୍‌ରେ ସିଗାରେଟ୍ ଟାଣୁଥିବାର କଥା ଜାଣିପାରିଥିଲେ । ପରେ କ୍ରୁ ମେମ୍ବରମାନେ ଟଏଲେଟ୍‌ରେ ସିଗାରେଟ୍ ଖଣ୍ଡ ମଧ୍ୟ ପଡିଥିବାର ଦେଖିଥିଲେ । ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ କ୍ରୁ ମେମ୍ବରମାନେ ବିମାନର କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣାବଳୀ କହିଥିଲେ । ପରେ ଉକ୍ତ ଯାତ୍ରୀଙ୍କୁ ବିମାନ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ସମସ୍ତ ଘଟଣାର ତଦନ୍ତ ପରେ ଯାତ୍ରୀଙ୍କୁ ଥାନାକୁ ନିଆଯାଇ ତାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking