29.1 C
Bhubaneswar
Saturday, July 27, 2024
Homeଓଡିଶାସାରଦା ନାୟକଙ୍କୁ ଉଠାଇ ନେଲେ ପୋଲିସ

ସାରଦା ନାୟକଙ୍କୁ ଉଠାଇ ନେଲେ ପୋଲିସ

ରାଉରକେଲା : ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାରୟକଙ୍କୁ ପୋଲିସ ଉଠାଇ ନେଇଛି । ଗୋପବନ୍ଧୁପାଲି ଅଞ୍ଚଳର ବୁଥରୁ ପୋଲିସ ଉଠାଇନେଇଛି । ବୁଥରେ ସାରଦା ପଶିଯିବାରୁୁ ଉତ୍ତେଜନା ହୋଇଥିଲା । ସୂଚନାନୁସାରେ , ସାରଦା ବୁଥ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ , କିନ୍ତୁ ବିଜେପି ପ୍ରାର୍ଥୀ ତାଙ୍କୁ ବିରୋଧ କରିଥିଲେ । ସାରଦାଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  ଏବଂ ଉତ୍ତେଜନା ସୃଷ୍ଟି ହୋଇ୍‌ଥିଲା । ଏହାପରେ ସୂରକ୍ଷାକର୍ମୀମାନେ ଆସି ସାରଦାଙ୍କୁ ଉଠାଇ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking