29.1 C
Bhubaneswar
Wednesday, May 1, 2024
Homeଓଡିଶାଯାତ୍ରା ଦେଖି ଫେରୁଥିଲେ ଯୁବକ ବାଟରେ ଦଳିଦେଲା ଦନ୍ତା

ଯାତ୍ରା ଦେଖି ଫେରୁଥିଲେ ଯୁବକ ବାଟରେ ଦଳିଦେଲା ଦନ୍ତା

ଆଠଗଡ଼ : ଆଠଗଡ଼ରେ ଘଟିଛି ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ଯୁବକ ମୃତ । ଏହି ଘଟଣାଟି ଗୁରୁଡ଼ିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଘଟିଛି । ଜଣେ ଯୁବକ ଯାତ୍ରା ଦେଖି ଫେରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ପୋଲିସକୁ ଖବର ଦେଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ଓ ବନବିଭାଗ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking