29.1 C
Bhubaneswar
Wednesday, May 1, 2024
Homeଓଡିଶାଜଳିଗଲା ୪ ବଖରା ଘର

ଜଳିଗଲା ୪ ବଖରା ଘର

ଭଦ୍ରକ : ବନ୍ତ ତହସିଲ ସେଣ୍ଡତୀରା ପଞ୍ଚାୟତ ଫୁଲଗାଡିଆ ଗାଁରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ୪ପରିବାରର ୪ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତେଣୁ ଏ ନେଇ ଅଧିକ ତଦନ୍ତ କରିବା ଆରମ୍ଭ କରିଛି ସ୍ଥାନୀୟ ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking