26.1 C
Bhubaneswar
Wednesday, May 8, 2024
Homeକରୋନାଲଣ୍ଡନରେ କରୋନା ନେଲା ଓଡ଼ିଆ ଡାକ୍ତରଙ୍କ ଜୀବନ

ଲଣ୍ଡନରେ କରୋନା ନେଲା ଓଡ଼ିଆ ଡାକ୍ତରଙ୍କ ଜୀବନ

ଲଣ୍ଡନ : ସାରାବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଏହା ୨୦୬ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଏହି ମାରାତ୍ମକ ଭାଇରସରେ ଜଣେ ଓଡ଼ିଆ ଡାକ୍ତରଙ୍କ ଲଣ୍ଡନରେ ମୃତ୍ୟୁ ହୋଇଛି । ତାଙ୍କ ନାମ ରାଧାରମଣ ଶର୍ମା । ମୃତ୍ୟୁ ବେଳକୁ ତାଙ୍କ ବୟସ ୭୦ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି । ଲଣ୍ଡନର ଓଡିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ରାଧାରମଣ ଶର୍ମା । କଟକ ଷ୍ଟୁଆର୍ଟ ସ୍କୁଲ, ଏସିବି ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ । ହେଲେ ସେ ବ୍ରିଟେନରେ ଯାଇ କାର୍ଯ୍ୟ କରୁଥିଲେ ।
https://onakhabar.com/2020/04/09/166-death-in-covid-19-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking