29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ. ମୁରଲିଧର । ରାଜ୍ୟପାଳ ଗଣେସୀ ଲାଲ ତାଙ୍କୁ ପଦ ପାଇଁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏସ. ମୁରଲିଧର ପୂର୍ବରୁ ହରିଆଣା ଓ ପଞ୍ଜାବ ମୁଖ୍ୟ ବିଚାରପତିଭାବେ କାର୍ଯ୍ୟରତ ଥିଲେ । କିଛଦିନ ପୁର୍ବେ ତାଙ୍କୁ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିିବା ପରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ କରଯାଇଛି । ଏହି ଉତ୍ସବରେ ଆଇନ ମନ୍ତ୍ରୀ, ବିରୋଧୀ ଦଳ ନେତା ,ମୁଖ୍ୟ ଶାସନ ସଚ୍ଚିବ ଓ ପୋଲିସ ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ । ତେବେ କୋରନା କଟକଣାକୁ ଦୃଷ୍ଟିରେ ରଖି ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking