30.1 C
Bhubaneswar
Saturday, April 27, 2024
Homeଓଡିଶାଏବେ ୧୦୦ ବଦଳରେ ୧୧୨

ଏବେ ୧୦୦ ବଦଳରେ ୧୧୨

ଭୁବନେଶ୍ୱର: ଜରୁରୀ ସେବା ପାଇଁ ଏବେ ୧୦୦ ବଦଳରେ ଡାଏଲ କରିବାକୁ ହେବ ୧୧୨ । ୧୦୦ ବଦଳରେ ୧୧୨ ଡାଏଲ କରିବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି । ଭୁବନେଶ୍ୱର ସହିତ ସମସ୍ତ ରାଜ୍ୟବାସୀ ଏଣିକି ୧୧୨ ଡାଏଲ ପାଇଁ ପରାମର୍ଶ ଦିଆଯାଇଛି ।
ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ, ପୁଲିସ ସେବା ପାଇଁ ଜରୁରୀକାଳିନ ନମ୍ବର ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ୧୦୮ ନମ୍ବରକୁ ଜନସାଧାରଣ ଫୋନ କରିବେ ନାହିଁ । ସମସ୍ତ ସହାୟତା ପାଇଁ ଗୋଟିଏ ନମ୍ବର ୧୧୨ କୁ ଫୋନ କଲେ ଏସମସ୍ତ ସେବା ମିଳିପାରିବ । ଭୁବନେଶ୍ୱରରେ ଏଥିପାଇଁ ଏକ ନୋଡାଲ ସେଣ୍ଟର ଖୋଲାଯାଇଛି । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା – ୧୦୦, ୧୦୧,୧୦୨,୧୦୪,୧୦୮,୧୮୧ ଓ ୧୦୯୮କୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking