28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଆବଶ୍ୟକ ନାହିଁ ବିଲ୍ଡିଂ ପ୍ଲାନ

ଆବଶ୍ୟକ ନାହିଁ ବିଲ୍ଡିଂ ପ୍ଲାନ

ଭୁବନେଶ୍ୱର: ଲୋ ରିସ୍କ ବିଲ୍ଡିଂ ପାଇଁ ଏବେ ଆଉ ଦରକାର ନାହିଁ ବିଲ୍ଡିଂ ପ୍ଲାନ । ବିଲ୍ଡିଂ ପ୍ଲାନ ନେଇ ବିଡିଏ ପକ୍ଷରୁ ସରଳ ବ୍ୟବସ୍ଥା କରାଯାଇଛି । ବିଡିଏ ୱେବସାଇଟରେ ୧୦୪ ପ୍ରକାର ପ୍ରି-ଆପ୍ରୁଭାଲ ପ୍ଲାନ ଉପଲବ୍ଧ ହୋଇଛି । ଯେଉଁଥିରେ ଏନେଇ ବିଶେଷ ଭାବରେ ଉଲ୍ଲେଖ ରହିଛି । ସର୍ବନିମ୍ନ ୨୫ଞ୍ଚ୪୦ରୁ ସର୍ବାଧିକ ୬୦ଞ୍ଚ୪୦ ବର୍ଗଫୁଟ ଘର ପାଇଁ ପ୍ଲାନ କରିହେବ । ୫୦୦ ବର୍ଗ ମିଟର ଓ ୧୦ ମିଟର ଉଚ୍ଚରୁ କମ୍ ଘର ଲୋ ରିସ୍କ ବିଲ୍ଡିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking