39.1 C
Bhubaneswar
Friday, April 26, 2024
Homeଅପରାଧକଳାହାଣ୍ଡିରେ ଉଦଘାଟନ ହେଲା ବଡ଼ଟେମରୀ ପଂଚାୟତ କାର୍ଯ୍ୟକ୍ରମ

କଳାହାଣ୍ଡିରେ ଉଦଘାଟନ ହେଲା ବଡ଼ଟେମରୀ ପଂଚାୟତ କାର୍ଯ୍ୟକ୍ରମ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼ଟେମରି ପଂଚାୟତ କାର‌୍ୟ୍ୟାଳୟ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଜୟପାଟଣା ଗୋଷ୍ଟି ଉନ୍ନୟନ ଅଧିକାରୀ ଐଶଯ୍ୟା ସାମନ୍ତରାୟ, ବ୍ଳକ ଉପାଦକ୍ଷ କୃଷ୍ଣଚନ୍ଦ୍ର ରାଉତ,ବଡ଼ଟେମରି ସରପଞ୍ଚ କଳ୍ପନା ସିଂ,ସମିତି ସଭ୍ୟ ଲଷ୍ମୀ ସିଂ, ନିର୍ବାହୀ ଯନ୍ତ୍ରୀ ସର୍ଵର୍ଶ୍ଵର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଏ .ପାତ୍ର ସମାଜସେବୀ ସୁଧୀର କୁମାର ପଣ୍ଡା, ମାଣିକ୍ୟଜ୍ୟୋତି ପଣ୍ଡା, ହରପ୍ରସାଦ ସିଂ, ସୁରେଶ କୁମାର ବିହାରୀ ଙ୍କ ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ସହ ଆବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ।ବଡ଼ଟେମରୀ, ସାନଟେମରି ଓ ଖଲିଆଭଟା ଗ୍ରାମକୁ ନେଇ ନୂତନ ଭାବେ ଗଠିତ ଏହି ଗ୍ରାମପଞ୍ଚାୟତ ଆଗ ରଣମାଲ ପଞ୍ଚାୟତ ର ଅନ୍ତର୍ଭୁକ୍ତ ଥିଲା।ରଣମାଲ ପଂଚାୟତରୁ ବିଭାଜନ ପରେ ଏହା ଏକ ଅସ୍ଥାୟୀ ଗୃହରେ କାର‌୍ୟ୍ୟାଳୟ ଚାଲିଥିଲା । ଏବେ ପାଖରେ ପଂଚାୟତ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟଲୋକେ ବହୁ ଉତ୍ସାହିତ ଅଛନ୍ତି।ସମସ୍ତ କାର୍ଯ୍ୟକ୍ରମକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିଙ୍ଗରାଜ ବାଗ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking