କୋଭିଡି ନିୟମ ଅନୁସାରେ କାଳୀପୂଜ଼ା ପାଳିତ

 

ଯାଜପୁର : ଯାଜପୁର ଚଳିତ ବର୍ଷ ୨୦୨୦ରେ ବ୍ୟାସନଗରର ଗଣପର୍ବ କାଳୀପୂଜ଼ାକୁ କୋବିଦ ନିୟମ ଫିକା କରି ଦେଇ ଛି କ୍ଷ ୧୧ଦିନ ଧରି ଚାଲିବା ଚଳିତ ବର୍ଷ ୪ଦିନ ରେ ସୀମିତ ଥିଲା ପୂଜା ମଣ୍ଡପ ଗୁଡିକ ଆବଦ୍ଧ ରହିଥିଲା କ୍ଷ ବିନା ଦର୍ଶକରେ କାଳୀପୁଜା ସମ୍ପନ୍ନ ହୋଇଛି ଭାଷାଣି ବୁଧବାର  ଶେଷ ହୋଇଛି। ନା ବାଣ ନା ବାଦ୍ୟ ନା ପ୍ରସେସନ କ୍ଷ ଭାଗ୍ୟର ବିଡ଼ମ୍ବନା ଏବର୍ଷ କରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କାଳୀପୂଜ଼ା ଅନୁଷ୍ଠିତ ହୋଇଥିଲା । ଧୁମଧାମରେ ଭାଷାଣି ହୁଏ ଓ କାଳୀ ମେଳଣ ଉଛବ ହୁଏକ୍ଷ ଏହା ରାଜ୍ୟରେ ଏକ ସ୍ୱତନ୍ତ୍ର ଓ ନିଆରା ସ୍ଥାନ ନେଇଥିଲା । ଲକ୍ଷାଧିକ ଭକ୍ତ ଓ ଜନ ସମାଗମ ହୋଇଥାଏକ୍ଷ ଚୋରଦା ମେଳଣ ପଡିଆ ରେ ସମଗ୍ର ସହର ପୂଜା ମଣ୍ଡପ ରେ ପୂଜା ପାଉ ଥିବା କାଳୀ ମେଢ଼ ପ୍ରସେସନ ଓ ନାନା ସଂକୃତିକ ବାଜା ବାଣ ନାଚ ରେ ସହର ଉଠୁଥାଏ ପଡୁଥାଏ କ୍ଷ କିନ୍ତୁ କରୋନା ମହାମାରୀ ସବୁ ଫିକା କରି ଦେଲା କ୍ଷ କାଳୀ ମେଳଣ କମିଟି ପରମ୍ପରାକୁ ବଜାଏ ରଖିବା ପାଇଁ କୋବିଦ ଆଇନ ଅନୁସାରେ କାଳୀ ମେଳଣ କରାଯାଇଥିଲା କ୍ଷକାହାରି ମନରେ ଆନଂଦ ଉଲ୍ଲାସ ନ ଥିଲା କ୍ଷ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ତାର ପରିସୀମା ଭିତରେ ଭାଷାଣି ଶେଷ ହେଇଛି । ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମଏ ବର୍ଷ  ସବୁ  ବନ୍ଦ ହୋଇଥୀଲା । କେବଳ ରୀତି କାନ୍ତି ନୀତିଓ ବିଧି ର ପରମ୍ପରାକୁ ରକ୍ଷା କରି କାଳୀପୂଜ଼ା ହେଲା । ଏବର୍ଷଟି ଏକ ଉଦ୍ ହାରଣ ହୋଇ କାଳୀପୂଜ଼ା ଇତିହାସରେ  ଲିପି ବଧ ହୋଇରହିବ ।ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ଓ ଶାନ୍ତି କମିଟିର ସମସ୍ତ ସଭ୍ୟ ମାନେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ନିର୍ମାଣ କରା ଯାଇ ଥିବା ପଥର ଛଇ ଜଳାଶୟରେ ମେଢ଼ ଗୁଡିକୁ ବିସର୍ଜନ କରାଯାଇଥିଲା କ୍ଷ ମନରେ ଅସନ୍ତୋଷ ଥିଲେ ମଧ୍ୟ ପରିସ୍ଥିତିକୁ ହୃଦୟଙ୍ଗମ କରି ସମସ୍ତ ପୁଜ଼ା କମିଟି ଓ ମେଲଣ କମିଟି ଶାନ୍ତି ଶୃଙ୍ଖଳାରେ ପୁଜ଼ାକୁ ସମାପନ କରିଥୀଲେ  ।

LEAVE A REPLY

Please enter your comment!
Please enter your name here