40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟରେ ପୁଣି ଆକ୍ରାନ୍ତ ହେଲେ ୭୫୭ ଜଣ, ଖୋର୍ଦ୍ଧାରେ ସର୍ବାଧିକ ୭୦

ରାଜ୍ୟରେ ପୁଣି ଆକ୍ରାନ୍ତ ହେଲେ ୭୫୭ ଜଣ, ଖୋର୍ଦ୍ଧାରେ ସର୍ବାଧିକ ୭୦

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ସମସ୍ତ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ସହେରୁ କମ ରହିଛି । ତେବେ ଏହି ମଧ୍ୟରୁ ୪୩୬ ଜଣ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିଲା ବେଳେ ୩୨୧ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ମୋଟ ପଜେଟିଭଙ୍କ ସଂଖ୍ୟା ୩୧୨୫୪୫ ଥିବା ବେଳେ ୩୦୨୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୦୮୮ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking