33.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗନେତାଜୀ ଟର୍ମିନାଲ ପାଇଁ ହାଇକୋର୍ଟଙ୍କ ଅନୁମତି

ନେତାଜୀ ଟର୍ମିନାଲ ପାଇଁ ହାଇକୋର୍ଟଙ୍କ ଅନୁମତି

ଭୁବନେଶ୍ୱର: କଟକ ନେତାଜୀ ସୁଭାଷ ବସ୍ ଟର୍ମିନାଲ ପାଇଁ ବାଟ ଫିଟିଛି । ବସ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ୨ ଟି ମାମଲା ଖାରଜ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଦାୟର ହୋଇଥିବା ୨ଟି ଜନସ୍ୱାର୍ଥ ମାମଲାକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ଶ୍ମଶାନ କାଳୀ ମନ୍ଦିର ପୀଠ ବ୍ୟତୀତ ବାକି ଜମି ଉପରୁ ସ୍ଥିତାବସ୍ଥା ଉଠିଛି । ତେବେ କାଳୀ ମନ୍ଦିର ପୀଠ ଉପରେ ସ୍ଥିତାବସ୍ଥା ବଜାୟ ରଖିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭କୁ ଘୁଞ୍ଚିଛି । ତେବେ ଆବେଦନକାରୀଙ୍କ ମତରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ । ବିଭିନ୍ନ ସମସ୍ୟା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଆବେଦନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking