30.1 C
Bhubaneswar
Saturday, April 27, 2024
Homeଓଡିଶାଆସନ୍ତା ୧୫ରିଖ ସୁଧା ବିଦ୍ୟୁତ ଦେୟ ପୈଂ ନକଲେ ବିଦ୍ୟୁତ ବିଚ୍ଛିନ୍ନକରାଯିବ : ନେସ୍କୋୟୁଟିଲିଟି

ଆସନ୍ତା ୧୫ରିଖ ସୁଧା ବିଦ୍ୟୁତ ଦେୟ ପୈଂ ନକଲେ ବିଦ୍ୟୁତ ବିଚ୍ଛିନ୍ନକରାଯିବ : ନେସ୍କୋୟୁଟିଲିଟି

ଯାଜପୁର (ଯାଜପୁରରୋଡ): ବିଦ୍ୟୁତ ବଂଟନକାରୀ ସେସ୍କୋ ପକ୍ଷରୁ ବାକିୟା ବିଦ୍ୟୁତ ଦେୟ ଆଦାୟ କରିବା ପାଇଁ ଯେଉଁ ପଥ ଅନୁସରଣ କରିଥିଲା ସେହି ପଥକୁ ନେସ୍କୋୟୁଟିଲିଟି ଅନୁରପ ଗ୍ରହଣକରିଛି । ଆସନ୍ତା ୧୫ରିଖରେ ଯାଜପୁରରୋଡ ବିଦ୍ୟୁତ ସର୍କଲ ଅନ୍ତର୍ଗତ ସମଗ୍ର ଜିଲ୍ଲାରେ ବିଦ୍ୟୁତ ଦେୟକୁ  ବି୍ଛିନ୍ନ କରାଯିବ ବୋଲି ବିଦ୍ୟୁତ  ସର୍କଲର ଅଧିକ୍ଷଣ ଯନ୍ତ୍ରୀ ନିର୍ମଳ ଦାସ ଓଏନଏ ଖବରକୁ ଏକ ସାକ୍ଷାକାତରେ କହିଛନ୍ତି । ଯାଜପୁର ଜିଲ୍ଲାରେ ୩ଲକ୍ଷ ୬ହଜାର୬୬୬ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରୁ୧୧୩.୨୨ଉପଭୋକ୍ତାମାନେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ଦେୟ ବାକି ରଖିଛନ୍ତି । ଫଳରେ ନେସ୍କୋୟୁଟିଲିଟି କ୍ଷତିଗ୍ରସ୍ତ ହେଉଛି ,ସେମାନଙ୍କୁ ବାରମ୍ବାର ଦେୟ ପରିଶୋଧ ପାଇଁ ଅନୁରୋଧ କଲେ ମଧ୍ୟ ବିଦ୍ୟୁତ ଦେୟ ଆଦାୟରେ କୌଣସି ସୁଫଳ ମିଳୁନାହିଁ । ଆସନ୍ତା ୧୫ରିଖ ସୁଧା ବିଦ୍ୟୁତ ଦେୟ ପରିଶୋଧ ପାଇଁ କିସ୍ତି ଅନୁସାରେ ବକେୟା ଦେୟ ଦେବାର ବ୍ୟବସ୍ଥା କରାଯାଇଛି । ବକେୟା ଦେୟ ଆଦାୟ କରିବା ପାଇଁ ଏକ ତିନୋଟି ଡିଭିଜନରେ ଏକ ସ୍କ୍ୱାର୍ଡଗଂନ କରାଯାଇଛି । ଏହି ସର୍କଲ ଅଧିନୟରେ ଯାଜପୁରରୋଡ,ଯାଜପୁରଟାଉନ ଓ କୁଆଖିଆ ପ୍ରଭୃତି ଡିଭିଜନରେ ସ୍କ୍ୱାର୍ଡମାନ ଗଠନ କରାଯାଇ ବିଦ୍ୟୁତ ବିଲ ଆଦାୟ କରାଯିବ । ଡୋମେଷ୍ଟିକରେ ୨୩୯୮୧.୭୫,କମର୍ସିଆଲରେ ୨୩୭୧.୫.ସରକାରୀ ୩୨୮.୪୭,ଶିଳ୍ପରେ୨୧୪୬.୩ ମୋଯ ସମୁଦାୟ ୨୮୮.୨୮ କୋଟି ଟଙ୍କା ବାକି ରହିଛି । ସେମିତି ଗ୍ରୀଡକୋ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ,ଏସପିମାନଙ୍କୁ ଲେଟର ନଂ ୭୫୪ ତା-୭.୨.୨୦ରିଖରେ ଚିଠି କରାଯାଇଛି ଯେ ବିଦ୍ୟୁତ ଆଦାୟ ସମୟରେ ଜିଲ୍ଲାପାଳ ଏସପିମାନେ ସହଯୋଗ କରିବେ ବୋଲି ଯାଜପୁରରୋଡ ବିଦ୍ୟୁତ ସର୍କଳର ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking