28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ହାଲକା ଭୂକମ୍ପ ଝଟକା ଅନୁଭୂତ

ଉତ୍ତରାଖଣ୍ଡରେ ହାଲକା ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ବାଗେଶ୍ୱର ଜିଲ୍ଲାରେ ହାଲକ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।  ଭୂକମ୍ପ ବିଳମ୍ବିତ ରାତି ପ୍ରାୟ ୧୨ଟା ୩୪ ମିନିଟରେ ହୋଇଥିବା ଜଣାପଡିଛି ।  ଏହାର କେନ୍ଦ୍ର ଜୋଶୀମଠ ନିକଟ ବୋଲି କୁହାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ମ୍ୟାଗ୍ନିଚ୍ୟୁଡ ରେକର୍ଡ ହୋଇଛି । ଯେଉଁମାନେ ଏହାକୁ ଅନୁଭବ କରିଥିଲେ ସେମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ । ବିଳମ୍ବିତ ରାତି ରେ ହୋଇଥିବାରୁ ଲୋକେ ଜାଣିପାରିନଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କହିରଖୁଛୁ, ଉତ୍ତରାଖଣ୍ଡ ଭୂଗର୍ଭୀୟ ଦୃଷ୍ଟିକୋଣରୁ ଅନେକମାତ୍ରାରେ ସମ୍ବେଦନଶୀଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking