28.1 C
Bhubaneswar
Saturday, April 27, 2024
Homeଅପରାଧପ୍ରଜାକୋର୍ଟ ବସାଇ ହତ୍ୟା ଘଟଣା:୧୦ ଗିରଫ

ପ୍ରଜାକୋର୍ଟ ବସାଇ ହତ୍ୟା ଘଟଣା:୧୦ ଗିରଫ

ମାଲକାନଗିରି: ଗୁଣି ସନ୍ଦେହରେ ପ୍ରଜାକୋର୍ଟରେ ଗତକାଲି ଇମାର୍ କାର୍ତାମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ଗତକାଲି ପୋଲିସ ତଦନ୍ତ କରିବା ପରେ ଇନ୍ତାଗୁଡାର ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ୧୦ଜଣଙ୍କୁ କାଲିମେଳା ପୋଲିସ ଗିରଫ କରିଥିବା ଜଣାପଡିଛି ।
https://onakhabar.com/2019/12/22/murder-89/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking