39.1 C
Bhubaneswar
Friday, April 26, 2024
Homeଓଡିଶାଦଶାହ ଭୋଜି ଖାଇ ୩୭ରୁ ଅଧିକ ଅସୁସ୍ଥ

ଦଶାହ ଭୋଜି ଖାଇ ୩୭ରୁ ଅଧିକ ଅସୁସ୍ଥ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମରେ ଏକ ଦଶାହ ଭୋଜି ଖାଇ ୩୭ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି। ପ୍ରାୟ ସମସ୍ତଙ୍କୁ ଝାଡ଼ା ବାନ୍ତି ହେଉଛି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କୂଅ ପାଣିରେ ଖାଦ୍ୟ ରୋଷେଇ ହୋଇଥିଲା। ଦୂଷିତ ପାଣି ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ଏକ ଟିମ ଗ୍ରାମରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking