32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ

୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ସୀମାର ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ । ତେବେ ଚଳିତ ଥର ପେଗାସସ ଓ କୃଷି ଆଇନ ପ୍ରସଙ୍ଗରେ ଗୃହ ଆରମ୍ଭରୁ ରହିଥିଲା ଅଚଳ। ଏହି ଦୁଇ ଘଟଣାରେ ସରକାରଙ୍କୁ ଘେରିଥିଲେ ପ୍ରାୟ ସମସ୍ତ ବିରୋଧୀ ଦଳ । ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସ୍ବଳ୍ପ ସମୟ ଲାଗି ଚାଲିଥିଲା ।

ସୂଚନା ଅନୁଯାୟୀ, ଲୋକସଭା ନିର୍ଦ୍ଧାରିତ ୯୬ ଘଣ୍ଟା ବଦଳରେ ଚାଲିଥିଲା ମାତ୍ର ୨୧ ଘଣ୍ଟା ୧୪ ମିନଟ । ଏହି ସମୟରେ ୧୩ଟି ବିଲ୍ ଆଗତ ହୋଇଥିଲା ଏବଂ ୨୦ଟି ବିଲ୍ ଗୃହୀତ ହୋଇଥିଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ସମ୍ବିଧାନର ୧୨୭ତମ ସଂଶୋଧନ ବିଲ ଯାହାକି ଓବିସି ବିଲ୍ ଲାଗି ଉଦ୍ଦିଷ୍ଟ ଥିଲା । ଏହାସହ ସାଧାରଣ ବୀମା ବ୍ୟବସାୟ ଜାତୀୟକରଣ ସଂଶୋଧନ ବିଲ୍ ବି ଗୃହୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking