32.1 C
Bhubaneswar
Friday, April 26, 2024
Homeଅପରାଧପୁଣି କ୍ରୁରକାମୀର ଶୀକାର ହେଲେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ

ପୁଣି କ୍ରୁରକାମୀର ଶୀକାର ହେଲେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ

କେନ୍ଦ୍ରାପଡା : ଦେଶ ତଥା ରାଜ୍ୟରେ ଦୁଷ୍କର୍ମ ଦିନକୁ ଦିନ ବଢି ଚାଲିଥିବା ବେଳେ ପୁଣି ଜୌନ ପିପାଷୁର ଶିକାର ହୋଇଛନ୍ତି ଜଣେ ନାବାଳିକା | କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଡେରାଡିହିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ସଂଧ୍ୟାରେ ଡେରାଡିହି ଗାଁ ରାସ୍ତାରୁ ଉଠାଇ ନେଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଡେରାବିଶି ଥାନା ପୋଲିସ ଘଟଣାର ବ୍ୟକ୍ତିକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।
https://onakhabar.com/2019/12/02/heavy-rain-15-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking