28.1 C
Bhubaneswar
Saturday, April 27, 2024
Homeଓଡିଶା ଗରିବ ଅସାୟ ଲୋକଙ୍କୁ ଗୁଞ୍ଜ ସ୍ୱଚ୍ଛା ସେବୀ ସଂଗଠନ ହାତ ବଢ଼ାଇଛି 

 ଗରିବ ଅସାୟ ଲୋକଙ୍କୁ ଗୁଞ୍ଜ ସ୍ୱଚ୍ଛା ସେବୀ ସଂଗଠନ ହାତ ବଢ଼ାଇଛି 

ମୟୂରଭଞ୍ଜ — ଭୟାନକ କରନା ଭୁତାଣୁ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଆଜି ଚେଷ୍ଟିତ । ସାରା ବିଶ୍ୱବାସୀ ଭୟଭୀତ ଆଉ ଆତଙ୍କିତ ମହାମାରୀ କରନା ରୁ ରକ୍ଷା ପାଇବା ପାଇଁ କୋୖଣସି ଓଷଧ ନାହିଁ  କିନ୍ତୁ ଏହାର ଏକ ମାତ୍ର ଓଷଧ ହେଉଛି ସଚେତନତା ଓ ସାମାଜିକ ଦୂରତା ।ମୁହଁରେ ମାସ୍ ପିନ୍ଧିବା ହାତରେ ବାରମ୍ବାର ସାବୁନ ରେ ହାତ ଧୋଇବା । କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଲକ୍ଡାଉନ୍ ଦ୍ୱାରା ଭାରତକୁ ରକ୍ଷା କରିବା ପାଇଁ ଶୋତ ଚେଷ୍ଟିତ । ଦେଖିବାକୁ ଗଲେ ସମସ୍ତ ଜୀବିକା ରେ ମଧ୍ୟ ବୋହୁ ସମୁଖୀନ ରେ କଷ୍ଟ ଦାୟ ଭୋଗୁଛୋନ୍ତି  ଓ ଏହି ଲକଡାଉନ୍ ପାଇଁ ଗରିବ ଆଉ ଅସାୟ ଲୋକମାନେ ଖାଦ୍ୟ ଅଭାବ ଯୋଗୁ ବହୁ ଅସୁବିଧାରେ ସମୁଖୀନ ହେଉଥିବା ବେଳେ ତାଙ୍କର ଜୀବିକା ଓ ବୃତ୍ତି ମଧ୍ୟ କରିପାରୁ ନାହାଁନ୍ତି ।ଓ ତାଙ୍କର ବେବସାୟ ମଧ୍ୟ କରିପାରୁ ନାହାନ୍ତି ।
ଜାତୀୟ ସ୍ତରରେ ସ୍ୱଚ୍ଛା ସେବୀ ଅନୁଷ୍ଠାନ ଗୁଞ୍ଜ ଓଡିଶାର ପୁରା ପଲ୍ଲୀରେ ସହାୟତାରେ ହାତ ବଢ଼ାଇଛି । ସ୍ୱଚ୍ଛା ସେବୀ ସଂଗଠନ ଦ୍ୱାରା ଆଜି ମୟୁରଭଂଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ଅଧିନ ବାରଡ଼ାଗୁଆ ଗାଁ ରେ ପହଂଚି ବୋହୁ ଲୋକଙ୍କୁ ରିଲିଫ ସାମଗ୍ରୀ ଦେଇଥିଲେ । ଓ ସେଥିରେ ସମସ୍ତ ଗ୍ରସରି ସାମଗ୍ରୀ ଥିବାର ଦେଖିବାକୁ ମିଳିଛି ।ଓ କିଛି ପରିବା ସହ ଚିନି ଚୂଡ଼ା ମଧ ଦେଇଥିଲେ ଓ ଯାହା ଆମେ ପ୍ରତିଦିନ ବେବହାର କରୁ  କଲଗେଟ ବ୍ରସ୍ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା ।ସେଥିରେ ଯୋଗ ଦେଇଥିଲେ ମୟୁରଭଞ୍ଜ ମେନେଜିଙ୍ଗ୍ ଡ୍ରାରେକଟର୍ ମୟୂରୀ ଚନ୍ଦନ ବେହେରା,ଓ ମୟୁରଭଂଜ ଜିଲ୍ଲା ସଭାପତି ଚିତରଞ୍ଜନ ସାମଲ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।
– ବଡ଼ସାହିରୁ ସ୍ଵର୍ଯ୍ୟକାନ୍ତି ରାରତଙ୍କ ରିପୋଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking